ଭୁବନେଶ୍ୱର: ଓଡ଼ିଶାର ୧୦ ସହରର ତାପମାତ୍ର ୧୦ ଡିଗ୍ରୀ ତଳେ ରହିଛି।
୪ ଡିଗ୍ରୀ ସହ ଫୁଲବାଣୀ ରାଜ୍ୟର ସାବୁଠୁ ଶୀତଳ ସହର।
ଝାରସୁଗୁଡ଼ା ର ତାପମାତ୍ରା ୫.୮ ରେକର୍ଡ ହୋଇଥିବା ବେଳେ ଦାରିଙ୍ଗବାଡ଼ିର ତାପମାତ୍ରା ୬ ଡିଗ୍ରୀ କୁ ଖସିଥିବା ଜଣାପଡିଛି।
ଅନୁଗୁଲ ୬.୬, କୋରାପୁଟ ୭, ଭବାନୀପାଟଣା ୭.୮, ବୌଦ୍ଧ ୯, ବଲାଙ୍ଗୀର ୮.୮, କେନ୍ଦୁଝର ୯.୩, ସନେପୁର ୯.୪, କଟକ ୧୧ ଓ ଭୁବନେଶ୍ୱର ୧୨.୩ ।
powered by social2s

