କଟକରେ ନକଲି ସିମେଣ୍ଟ କାରଖାନା ଠାବ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 


କଟକ: କଟକ ଜିଲ୍ଲାର ଜଗତ୍ପୁର ଅଞ୍ଚଳରେ ଆଜି ଏକ ନକଲି ସିମେଣ୍ଟ ଉତ୍ପାଦନ କାରଖାନାକୁ ଠାବ କରିଛି ପୋଲିସ ।

 

ସେହି ସ୍ଥାନରୁ ବିପୁଳ ପରିମାଣର ସିମେଣ୍ଟ ଓ ଉତପଦାନରେ ବ୍ୟବହୃତ ମେସିନ୍ ଏବଂ ବିଭିନ୍ନ ପ୍ରତିଷ୍ଠିତ ବ୍ରାଣ୍ଡର ପ୍ୟାକେଟ୍ ଜବତ କରାଯାଇଛି ।

 

ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି।

 

 

 

 

powered by social2s