୧ କୁଇଣ୍ଟାଲ ଗଂଜେଇ ସହ କାର ଜବତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଖୋର୍ଦ୍ଧା: ଖୋର୍ଦ୍ଧା ବାଲିପାଟଣା ନିକଟରେ କଟକ ଫ୍ଲାଇଙ୍ଗ ସ୍କ୍ୱାଡ଼ ଚଢ଼ଉ କରି ଦୁଇ ଜଣଙ୍କୁ ଗିରଫ କରିଛି।

ଅଭିଯୁକ୍ତ ହେଲେ ପ୍ରକାଶ ବେହେରା ଓ ଅଶୋକ ତ୍ରିପାଠୀ।

ଘଟଣା ସ୍ଥଳରୁ ଏକ କର ଜବତ ହୋଇଥିବା ସୂଚନା ମିଳିଛି।

powered by social2s