ଭୁବନେଶ୍ୱର: ୨୦୨୧-୨୨ ବାର୍ଷିକ ବଜେଟ୍ ପ୍ରସ୍ତୁତି ପାଇଁ ରାଜ୍ୟ ଅର୍ଥ ବିଭାଗ ଜନସାଧାରଣଙ୍କ ଠାରୁ ମତାମତ ସଂଗ୍ରହ କରୁଛନ୍ତି।
ଜନସାଧାରଣଙ୍କ ସୁଚିନ୍ତିତ ମତାମତ ଇମେଲ୍, ହ୍ବାଟସଆପ୍ ତଥା ସାମାଜିକ ଗଣମାଧ୍ୟମ ଦ୍ବାରା ୨୨ ଡିସେମ୍ବର, ୨୦୨୦ ଠାରୁ ୨୧ ଜାନୁୟାରୀ, ୨୦୨୧ ମଧ୍ୟରେ ପଠାଇବାକୁ ଅନୁରୋଧ କରାଯାଇଛି।
Email: This email address is being protected from spambots. You need JavaScript enabled to view it. ଓ WhatsApp: 9438161111 ମାଧ୍ୟମରେ ନିଜ ମତ ଦେଇପାରିବେ ଲୋକେ।
powered by social2s

