କଟକ: କଟକ ଜିଲ୍ଲା ଖପୁରିଆ ଅଂଚଳରେ ଚାଲିଥିବା ଏକ ଭେଜାଲ ସସ୍ ତିଆରି କାରଖାନା ଉପରେ ମଧୁପାଟଣା ପୋଲିସ ଚଢଉ କରିଛି।
ବିପୁଳ ଅପମିଶ୍ରିତ ସସ, ନାମିଦାମୀ କଂପାନୀ ର ଖୋଳ ଓ କଞ୍ଚାମାଲ ଜବତ ହୋଇଛି।
କାରଖାନା ମ୍ୟାନେଜର କୁ ଅଟକ ରଖିଛି ପୋଲିସ।
ସକାଳେ କଟକ ଜିଲ୍ଲା ଜଗତପୁର ଅଂଚଳରେ ଏକ ନକଲି ସିମେଣ୍ଟ କାରଖାନା ଠାବ କରିଥିଲା ପୋଲିସ।
powered by social2s

