![]()
ପୁରୀ: ଦୀର୍ଘ ୯ ମାସ ପରେ ଖୋଲିଲା ପୁରୀ ଶ୍ରୀମନ୍ଦିର।
Covid ପାଇଁ ସାମାଜିକ ଦୂରତା ଓ ସାନିଟାଇଜର ବ୍ୟବସ୍ଥା କରାଯାଇଛି।
ଆଜିଠୁ ତିନି ଦିନ ଯାଏଁ ସେବାୟତ ଓ ତାଙ୍କ ପରିବାର କରିବେ ଦର୍ଶନ।
୨୬ ରୁ ୩୧ ଯାଏଁ ପୁରୀ ସହରବାସୀଙ୍କୁ ମିଳିବ ଦର୍ଶନ ସୁବିଧା।
ପରିଚୟପତ୍ର ଓ ଆଧାର କାର୍ଡ ଦେଖାଇ କରିବେ ଜଗନ୍ନାଥ ଦର୍ଶନ। ଜାନୁଆରୀ ୩ ରୁ ପୁରୀ ଜିଲ୍ଲା ବାହାର ଲୋକଙ୍କୁ ମିଳିବ ଦର୍ଶନ ପାଇଁ ଅନୁମତି।
କରୋନା ଯୋଗୁଁ ମାର୍ଚ୍ଚ ୨୦ ରୁ ବନ୍ଦ ରହିଥିଲା ଶ୍ରୀମନ୍ଦିର।
ଆଜି ପୁରୀ ଜିଲ୍ଲା ବ୍ରହ୍ମଗିରି ସ୍ଥିତ ଅଲାରନାଥ ମନ୍ଦିର ଓ କାକଟପୁର ମଙ୍ଗଲା ମନ୍ଦିର ମଧ୍ୟ ଖୋଲିଛି।
powered by social2s

