![]()
ବାଲେଶ୍ଵର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦ୍ଧା ଵଜାର ରେ ଆଜି ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି।
ଅଗ୍ନିକାଣ୍ଡ ରେ ୨ ଟି ଫଳ ଦୋକାନ ଓ ୨ ଟି ଜଳଖିଆ ଦୋକାନ ଜଳିଯାଇଥିବା ଖବର ମିଳିଛି।
ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଛି।
ଅଗ୍ନିଶମ ବାହିନୀ ପକ୍ଷରୁ ନିଅଁ ଆୟତ ହୋଇଛି।
powered by social2s

