ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦର ରେ ଜଣେ ବ୍ରିଟେନ ରୁ ଫେରିଥିବା ଯାତ୍ରୀ ଚିହ୍ନଟ ହୋଇଥିବା ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।
ଏହି ବ୍ୟକ୍ତି ଙ୍କୁ ସଙ୍ଗରୋଧ ରେ ରଖାଯିବ ବୋଲି ସେ ସୂଚନା ଦେଇଛନ୍ତି।
ବ୍ରିଟେନ ରେ କରୋନା ର ଏକ ନୂଆ ଷ୍ଟ୍ରେନ ବୃଦ୍ଧି ପାଉ ଥିବାରୁ ସେଠାରୁ ଫେରୁଥିବା ସମସ୍ତ ଭାରତୀୟ ଙ୍କ ପାଇଁ ଭୁବନେଶ୍ବର ବିମାନ ବନ୍ଦର କର୍ତ୍ତୃପକ୍ଷ ନୂଆ ଏସ ଓ ପି ଜାରି କରିଛନ୍ତି।
ଏସ ଓ ପି ଅନୁଯାୟୀ ଲକ୍ଷଣ ଥିବା ୫୫ ବର୍ଷ ରୁ ଉର୍ଧ୍ଵ ବୟସ୍କ ବ୍ୟକ୍ତିଙ୍କ ଆଣ୍ଟିଜେନ ପରୀକ୍ଷା ବାଧ୍ୟତାମୂଳକ।
powered by social2s

