ମଝି ରାସ୍ତାରେ ଜଳିଗଲା ଚାଉଳ ବୋଝେଇ ଟ୍ରକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ବିନିକା: ସୁବର୍ଣପୁର ଜିଲ୍ଲା କମିରା ଛକରେ ଜଳିଗଲା ଏକେ ଚାଉଳ ବୋଝେଇ ଟ୍ରକ। 

 

ମିଲ ରୁ ଚାଉଳ ନେଇ ଯାଉଥିଲା ବେଳେ ଗାଡି ରେ ଲାଗିଗଲା ନିଆଁ।

 

ଘଟଣା ଘଟିବା ପରେ ବହୁ ସମୟ ପର୍ଯ୍ୟନ୍ତ ବିନିକା ଓ ବରପାଲି ସଂଯୋଗ କରୁଥିବା ରାସ୍ତା ରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

powered by social2s