![]()
କଟକ: ଅର୍ଥ ତତ୍ୱ ଚିଟ୍ ଫଣ୍ଡ ମାମଲାରେ ପ୍ରଦୀପ ସେଠୀଙ୍କ ଜାମିନ ଆବେଦନ କୁ ହାଇ କୋର୍ଟ ଖାରଜ କରିଛନ୍ତି।
୭ ବର୍ଷ ଜେଲ ରେ ଥିବା ଦର୍ଶାଇ ମୁକୁଳିବାକୁ କରିଥିଲେ ଆବେଦନ।
ଏକାଧିକ ମାମଲା ଯୋଡି ବେଆଇନ ଅଟକ ରଖାଯାଇଥିବା ଦର୍ଶାଇଥିଲେ ଅର୍ଥ ତତ୍ୱ ମୁଖ୍ୟ ପ୍ରଦୀପ ସେଠୀ।
ନଭେମ୍ବର ୨୭ ରେ ଶୁଣାଣି ସାରିଥିଲା। ରାୟ ସଂଗ୍ରକ୍ଷୀତ ଥିଲା।
ପ୍ରଦୀପଙ୍କ ବିରୋଧରେ ଗୋଟିଏ ମାମଲାରେ ଦଣ୍ଡବିଧାନ ହୋଇଛି।
powered by social2s

