ଭୁବନେଶ୍ବର: ନୂଆ ଆଶା ନେଇ ଆସିଲା ନୂଆବର୍ଷ । ନାଚଗୀତରେ ମସଗୁଲ ବୋଇ ହୋଇଛନ୍ତି ସମସ୍ତେ। ଓଡ଼ିଶାର ବିଭିନ୍ନ ହୋଟେଲ, ରେଷ୍ଟଉରାଣ୍ଟ, କ୍ଲବ ଓ ଅନ୍ୟାନ୍ୟ ସ୍ଥାନରେ ୨୦୨୩ କୁ ଉତ୍ସାହର ସହିତ ସ୍ୱାଗତ କରାଯାଇଛି। ଦୁଇ ବର୍ଷ ହେଲା କୋଭିଡ ଯୋଗୁଁ ସବୁ ଫିକା ପଡ଼ିଥିଲା, ତେଣୁ ଏଭଳି ମହାମାରୀ ଆଉ ନ ଆସୁ ବୋଲି ଲୋକେ ଠାକୁରଙ୍କ ପାଖରେ ପ୍ରାର୍ଥନା କରିଛନ୍ତି।
powered by social2s

