ରାଉରକେଲାରେ ହେବ ଦେଶର ସର୍ବବୃହତ ହକି ଷ୍ଟାଡିୟମ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁବନେଶ୍ୱର: ରାଉରକେଲାରେ ହବେ ଦେଶର ସର୍ବବୃହତ ହକି ଷ୍ଟାଡିୟମ ବୋଲି ଘୋଷଣା କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

 

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଉରକେଲା ବିପିୟୁଟି କ୍ୟାମ୍ପସ ରେ ହେବାକୁଥିବା ଏହି ଷ୍ଟାଡିୟମ ରେ ଆୟୋଜିତ ହେବ ୨୦୨୩ ପୁରୁଷ ହକି ବିଶ୍ୱକପ। ଏକ କାଳୀନ ୨୦ ହଜାର ଦର୍ଶକ ବସି ଖେଳ ଦେଖିପାରିବେ।

 

ଏହି ଷ୍ଟାଡିୟମ ୧୫ ଏକର ଜମିରେ ନିର୍ମାଣ ହେବ ବୋଲି କହିଛନ୍ତି ନବୀନ।

powered by social2s