ନିଆଳି(୨୬/୧୨/୨୦୨୦୨): କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ ପାଟସୁନ୍ଦରପୁର ପଞ୍ଚାୟତ ନୁଆ ସାହି ଗାଁକୁ ଆଜି କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।
ଆଜି ଠାରୁ ଜାନୁଆରୀ ୪ ପର୍ଯ୍ୟନ୍ତ ଜାରି ରହିବ କଣ୍ଟେନମେଣ୍ଟ ଜୋନ ଅର୍ଡର ।
ଗାଁ ରୁ ଜଣେ କୋରୋନା ରୋଗୀ ମୃତ ଓ ଚଉଦ ଜଣ ଆକ୍ରାନ୍ତ ପରେ ଜିଲ୍ଲା ପ୍ରଶାସନ ଏ ଭଳି ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ ।
powered by social2s

