କଟକ: କଟକ ସିଡିଏ ସ୍ଥିତ ଘରୁ କମିଶନରେଟ ପୋଲିସ ଜବତ କରିଛି ୧୬ ଲକ୍ଷ ୫୦ ହଜାର ଟଙ୍କା, ଏହି ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ।ଜେଲ ରେ ରହି ମଧ୍ୟ ଟଙ୍କା ଆଦାୟ କରୁଥିଲେ ବୋଲି ଡିସିପି କହିଛନ୍ତି।ସର୍ଚ୍ଚ ସମୟରେ ଭଙ୍ଗା ଯାଇଛି ଘରର କାଂଥ ଓ ସିଲିଙ୍ଗ। ସିଲିଙ୍ଗ ରୁ ବାହାରିଛି ୩ଟି ବନ୍ଧୁକ,୫ଟି ମାଗାଯିନ ଓ ୧୭୫ ଟି ଜୀବନ୍ତ ଗୁଳି।ଆବଶ୍ୟକ ପଡ଼ିଲେ ଆଉଥରେ ସେମାନଙ୍କୁ ରିମାଣ୍ଡ ରେ ଆଣିବାକୁ ମାନ୍ୟବର ଅଦାଲତ ଙ୍କୁ ଆବେଦନ କରାଯିବ ବୋଲି ଡିସିପି କହିଛନ୍ତି।
powered by social2s

