କଟକ: କାଲି ଠାରୁ କଟକ ବାରବାଟୀ ଷ୍ଟାଡିଅମ ରେ ଆରମ୍ଭ ହେବ ଓଡିଶା କ୍ରିକେଟ ଲିଗ।
କ୍ରିକେଟ ଲିଗରେ ଅଂଶଗ୍ରହଣ କରୁଛନ୍ତି ୬ଟି ଟିମ। ପ୍ରତିଯୋଗିତାରେ ମୋଟ ୯୩ ଜଣ ଖେଳାଳି ଭାଗ ନେବେ।
ଜାନୁଆରୀ ୧୪ ଯାଏଁ ଚାଲିବ ମ୍ୟାଚ।
ବିନା ଦର୍ଶକରେ କୋଭିଡ ନିୟମ ଭିତରେ ଖେଳାଯିବ ମ୍ୟାଚ।
ଫ୍ୟାନ କୋର୍ଡ ଆପ ରେ ଅନଲାଇନରେ ଖେଳ ଦେଖିପାରିବେ ଦର୍ଶକ ବୋଲି ସୂଚନା ଦେଇଛନ୍ତି ଓଡିଶା କ୍ରିକେଟ ଆସୋସିଏସନ ସମ୍ପାଦକ ସଞ୍ଜୟ ବେହେରା।
powered by social2s

