ମାଲକାନଗିରିରେ ଦେହ ବ୍ୟବସାୟ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ମାଲକାନଗିରି: ମାଲକାନଗିରି ଜିଲ୍ଲା ଟେକବାଦୀ ସାହି ଓ ମାଲିକେଶ୍ୱର କଲୋନୀ ରେ ଦେହ ବ୍ୟବସାୟ ରାକେଟ ଠାବ କରିଛି ପୋଲିସ।

 

୪ ଜଣ ଯୁବତୀ ଉଦ୍ଧାର ହୋଇଥିବା ବେଳେ ୬ ଗ୍ରାହକଙ୍କୁ ଗିରଫ କରାଯାଇଛି।

 

ଯୁବତୀମାନଙ୍କୁ କଲିକତା ଓ ଓଡିଶା ବାହାର ଜିଲ୍ଲା ରୁ ଆଣି ଦେହ ବ୍ୟବସାୟ ରେ ଲଗାଉଥିବା ଜଣାପଡିଛି।

   

 

powered by social2s