ଭୁବନେଶ୍ୱର: ଆସନ୍ତା କାଲି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଖୋଲିବା ପୂର୍ବରୁ ପରିସରକୁ ସାନିଟାଇଜ କରାଯାଇଛି।
ପ୍ରଥମ ୩ ଦିନ ସେବାୟତ ଓ ତାଙ୍କ ପରିବାରକୁ ଦର୍ଶନ ସୁଯୋଗ ମିଳିବ।
ଜାନୁଆରୀ ୧ ଓ ୨ ମନ୍ଦିର ବନ୍ଦ ରହିବ। ୩ ରୁ ୫ ଭୁବନେଶ୍ୱର ବାସିନ୍ଦା ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିପାରିବେ। ଜାନୁଆରୀ ୬ ରୁ ସାଧାରଣ ଦର୍ଶନ ପାଇଁ ମିଳିବ ଅନୁମତି।
ମନ୍ଦିର ପରିସରରେ ସର୍ବାଧିକ ୫୦୦ ଲୋକ ରହିପାରିବେ ବୋଲି ବିଏମସି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
powered by social2s

