![]()
ଭୁବନେଶ୍ୱର: ପୁଣି ଜଣେ ବ୍ରିଟେନ ଫେରନ୍ତା କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ।
ସଂକ୍ରମିତ ୪ ବର୍ଷ ଝିଅର ବାପା ପଜିଟିଭ ହୋଇଥିବାର ଜଣା ପଡ଼ିଛି।
ଏହି ପରିବାର ଗତ ୨୦ ତାରିଖରେ ଭୁବନେଶ୍ୱର ଫେରିଥିଲେ।
୨ ସପ୍ତାହ ଭିତରେ ଭୁବନେଶ୍ୱର ଫେରିଛନ୍ତି ୨୫ ଜଣ ବ୍ୟକ୍ତି।
ଭୁବନେଶ୍ୱରକୁ ଫେରିଥିବା ମୋଟ ୩ ପଜିଟିଭ ବୋଲି ଚୌଧୁରୀ କହିଛନ୍ତି।
powered by social2s

