ସିନ୍ଥେଟିକ୍ ପନୀର୍ ଜବତ ମାମଲାରେ ଜଣେ ଗିରଫ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

କଟକ: ସିନ୍ଥେଟିକ୍ ପନୀର୍ ଜବତ ଘଟଣାରେ ଗୁରୁବାର ଦିନ କଟକ ଜିଲ୍ଲାର ଚାଉଲିଆଗଞ୍ଜ ପୋଲିସ ଜଣଙ୍କୁ ଗିରଫ କରିଛି।

 

ଏହି ବ୍ୟକ୍ତି ଜଣକ ସୁକଦେବ ସାହୁ ବୋଲି ଜଣାପଡିଛି। ସେ ୟୁରିଆ ଏବଂ ନଷ୍ଟ ହୋଇଥିବା କ୍ଷୀର ବ୍ୟବହାର କରି ସିନ୍ଥେଟିକ୍ ପନୀର୍ ପ୍ରସ୍ତୁତ କରୁଥିବା ଅଭିଯୋଗ ହୋଇଛି।

 

ଗତକାଲି ଚାଉଲିଆଗଞ୍ଜ ଅଞ୍ଚଳରେ ଏକ ବସ୍‌ରୁ କ୍ୱିଣ୍ଟାଲରୁ ଅଧିକ ଜବତ ପନୀର୍ କରାଯାଇଥିଲା ।

 

ସେ କୋଲକାତାରୁ ପାନୀର୍ କ୍ରୟ କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକ୍ରି କରୁଥିଲେ।

powered by social2s