ନୂଆବର୍ଷକୁ ଅପେକ୍ଷା, ଭୁବନେଶ୍ୱରରେ ଫୁଲ କିଣିବା ପାଇଁ ଲୋକଙ୍କ ଭିଡ଼

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ନୂଆବର୍ଷ ପୂର୍ବରୁ ଆଜି ଭୁବନେଶ୍ବରର ବିଭିନ୍ନ ଫୁଲ ଦୋକାନରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି।

ଆସନ୍ତା କାଲି ପରସ୍ପରକୁ ଫୁଲ ଦେଇ ଅଭିନନ୍ଦ ଜଣେଇବା ପାଇଁ ଆଜି ସନ୍ଧ୍ୟାରେ ରାଜଧାନିବାସୀ ଫୁଲ କିଣିବାରେ ବ୍ୟସ୍ତ ହଉଥିବା ଦେଖିବାକୁ ମିଳିଥିଲା।

ରାମ ମନ୍ଦିର ନିକଟରେ ଥିବା ଏକେ ଭେଣ୍ଡିଙ୍ଗ ଯୋନ ରେ ଜଣେ ଫୁଲ ଦୋକାନୀ କହିଛନ୍ତି ଯେ ସେ ବିଭିନ୍ନ ପ୍ରକାରର ଫୁଲ ରଖିଛନ୍ତି। ଫୁଲ ଗୁଡିକ ୫୦ ତାଙ୍କୁ ରୁ ଆରମ୍ଭ କରି ୧୦୦୦ ରେ ବିକ୍ରି ହେଉଛି ବୋଲି ସେ କହିଛନ୍ତି।

କରୋନା ମହାମାରି ଯୋଗୁଁ ଆଜି ସର ରାଜ୍ୟ ରେ ରାତ୍ରିକାଳିନ କର୍ଫ୍ୟୁ ଜାରୀ କରାଯାଇଛି। ବିଭିନ୍ନ ହୋଟେଲ, କ୍ଲବ ଓ ଅନ୍ୟ ସ୍ଥାନ ଗୁଡିକରେ ଜନ ଗହଳି ଉପରେ ଲାଗିଛି ରୋକ।

powered by social2s