ଭୁବନେଶ୍ୱର: ଓଡ଼ିଶାରେ ସାଧାରଣ ଲୋକଙ୍କୁ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛି 108 ଆମ୍ବୁଲାନ୍ସ ସେବା।ଏହି ସ୍ୱାସ୍ଥ୍ୟସେବା କୁ ରାଜ୍ୟର ସାଧାରଣ ଲୋକଙ୍କ ନିକଟତର କରିବାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହୁରି ନୂତନ ୮୪ ଟି ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି।ଏହି ନୂଆ ଆମ୍ବୁଲାନ୍ସ ରାଜ୍ୟର ୨୭ ଟି ଜିଲ୍ଲା କୁ ଯୋଗେଇ ଦିଆଯିବ।ବାଲେଶ୍ଵର ଜିଲ୍ଲାକୁ ଯିବ ସର୍ବାଧିକ ୧୧ ଟି ଆମ୍ବୁଲାନ୍ସ।
powered by social2s

