ଓଡ଼ିଶାରେ ନାହିଁ ବ୍ରିଟେନ ଷ୍ଟ୍ରେନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଓଡ଼ିଶାରେ ବ୍ରିଟେନରୁ ଯେତେ ଲୋକ ଆସିଥିଲେ ସମସ୍ତେ ଚିହ୍ନଟ ହୋଇଛନ୍ତି।ଯେଉଁ ମାନଙ୍କର ପଜିଟିଭ ଥିଲା ସେମାନଙ୍କ ଷ୍ଟ୍ରେନ ଚିହ୍ନଟ ପାଇଁ ପଠା ଯାଇଥିଲା। କିନ୍ତୁ ପରୀକ୍ଷାରୁ ଜଣା ପଡ଼ିଛି ଯେ, ସେମାନଙ୍କ କାହାରି ଶରୀରରେ ବ୍ରିଟେନ ଷ୍ଟ୍ରେନ ନାହିଁ। ଏହି ଆଉଚନା ଦେଇଛନ୍ତୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ।

powered by social2s