ଆସନ୍ତା କାଲି ଠାରୁ ପୁରୀ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
 
ପୁରୀ: ଆସନ୍ତା କାଲି ପୁରୀ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ସକାଳ ୮ ଟା ରୁ ଆରମ୍ଭ ହେବ।
ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁଙ୍କ କୋଭିଡ ନେଗେଟିଭି ରିପୋର୍ଟ ସହ ପରିଚୟପତ୍ର ବାଧ୍ୟତାମୂଳକ କରିଛନ୍ତି ଜିଲ୍ଲା ପ୍ରଶାସନ।
 
ମନ୍ଦିର ଭିତରେ ମହାପ୍ରସାଦ ଖାଇବା ଉପରେ ରୋକ ଲଗାଇଛି ପ୍ରଶାସନ।
 
ଆଜି ଜିଲ୍ଲାପାଳ ବଲବନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ପ୍ରସ୍ତୁତି ବୈଠକ ପରେ ଏହି ସୂଚନା ଦେଇଛନ୍ତି।
 
 
 
 
 
powered by social2s