ଟାଙ୍ଗି: ଚିଲିକା ହ୍ରଦରେ ଆଜି ଆରମ୍ଭ ହୋଇଛି ପକ୍ଷୀ ଗଣନା।ଚିଲିକା ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ଦେଶୀ ଓ ବିଦେଶୀ ପକ୍ଷୀ ଗଣନା ପାଇଁ ନିୟୋଜିତ ହୋଇଛନ୍ତି ୫ ଟି ରେଞ୍ଜ ରେ ୨୧ ଟି ଟିମ। ପ୍ରତି ଟିମ ରେ ଅଛନ୍ତି ୪ ରୁ ୫ ଗଣନାକାରି ।୫ ଟି ରେଞ୍ଜ ହେଲା ଚିଲିକା, ଟାଙ୍ଗି, ରମ୍ଭା, ସାତପଡ଼ା ଓ ନୂଆପଡା।
powered by social2s

