ଖୋର୍ଦ୍ଧା ରେ କୁକୁଡ଼ା ମଡ଼କ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବଡ଼ବେରଣ ଅଞ୍ଚଳର ଏକ କୁକୁଡ଼ା ଫାର୍ମ ରେ ୩ ଦିନ ରେ ମଲେଣି ଶତାଧିକ କୁକୁଡ଼ା । 

 

ଗତ କାଲି ୬୦୦ ରୁ ୭୦୦ କୁକୁଡ଼ା ମରିଥିବାର ସୂଚନା ମିଳିଛି । ମୃତ୍ୟୁ ର କାରଣ ଅସ୍ପଷ୍ଟ।

 

ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ ପଶୁଚିକିତ୍ସା ଅଧିକାରୀ।

 

କୁକୁଡ଼ା ଙ୍କ ରକ୍ତ ନମୁନା ସଂଗ୍ରହ କରି ପଠାଗଲା ଭୋପାଳ ।

 

powered by social2s