ବାର୍ଡ ଫ୍ଲୁ ଯାଞ୍ଚ ପାଇଁ ଓଡ଼ିଶାରେ ୯ ଟି ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଦଳ ଗଠିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁବନେଶ୍ୱର: ବାର୍ଡ ଫ୍ଲୁ ଯାଞ୍ଚ ପାଇଁ ଓଡ଼ିଶାରେ ୯ ଟି ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଦଳ ଗଠିତ। ପ୍ରତିଜିଲ୍ଲା ରେ ଗଠନ ହେବ ୧୦ ରୁ ୧୫ ଟି ତ୍ୱରିତ କାର୍ଯ୍ୟକାରୀ ଦଳ ବାର୍ଡ ଫ୍ଲୁ ସମ୍ପର୍କିତ ସୂଚନା ପାଇଁ ଖୋଲିଲା ରାଜ୍ୟସ୍ତରୀୟ ନିୟନ୍ତ୍ରଣ କକ୍ଷ। ଖୋର୍ଦ୍ଧା ବେଗୁନିଆରେ ମୃତ ୧୨୦ ଟି କୁକୁଡ଼ା ବାର୍ଡ ଫ୍ଲୁ ସଂକ୍ରମିତ ନୁହଁନ୍ତି ବୋଲି ସୂଚନା ଦେଲେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ।ରାଜ୍ୟରେ କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା ସୁରକ୍ଷିତ ବୋଲି ବିଭାଗ ପକ୍ଷରୁ ସୂଚନା ।

 

powered by social2s