ଓଡିଶାରେ ନିଖୋଜ ଶିଶୁ ଙ୍କୁ ଖୋଜିବା ପାଇଁ ଆରମ୍ଭ ହେବ ଅଭିଯାନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଓଡିଶାରେ ନିଖୋଜ ଶିଶୁ ଙ୍କୁ ଖୋଜିବା ପାଇଁ ଆରମ୍ଭ ହେବ ଅଭିଯାନ। ଜାନୁଆରୀ ୧୮ ରୁ ୨୫ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ ଅଭିଯାନ ।

 

ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଡିଜିପି ଙ୍କ ବୈଠକରେ ଏହି ନିଷ୍ପତି ନିଆଯାଇଛି।

 

ବୈଠକ ରେ ନିଷ୍ପତି ନିଆଯାଇଛି ଯେ ୪୦ ବର୍ଷରୁ ଉର୍ଦ୍ଧ୍ବ ପୋଲିସ କର୍ମଚାରୀଙ୍କର ହେବ ସ୍ୱାସ୍ଥ୍ୟ ପରୀକ୍ଷା ।

 

ବୈଠକରୁ ଜଣା ପଡ଼ିଛି ଯେ ପୋଲିସ କର୍ମଚାରୀ ଙ୍କୁ ୟୁନିଫର୍ମ ଭତ୍ତା ଦିଆଯିବ।

powered by social2s