ଓଡ଼ିଶାରେ ଖୋଲିଲା ସ୍କୁଲ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁବନେଶ୍ୱର: ଆଜି ଓଡ଼ିଶାରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଖୋଲିଲା ସ୍କୁଲ।

 

୧୦୦ ଦିନ ଯାଏଁ ହେବ ପାଠ ପଢା।ଆଜିଠୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ହେବ ପାଠପଢା।

 

ଦଶମ ଶ୍ରେଣୀ ପରୀକ୍ଷା ମେ ୩ ରୁ ମେ ୧୫ ଯାଏଁ ହେବ। ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମେ ୧୫ ରୁ ଅରମ୍ବ ହୋଇ ଜୁନ ୧୧ ରେ ସରିବା।

 

ଶନିବାର ଓ ରବିବାର ମଧ୍ୟ ସ୍କୁଲରେ ହେବେ ପାଠପଢ଼ା।

 

ସମସ୍ତ ସ୍କୁଲରେ କୋଭିଡ ନିୟମ କଡାକଡି ପାଳନ ପାଇଁ ରାଜ୍ୟ ସରକାରଙ୍କ ନିର୍ଦେଶ ରହିଛି।

 

powered by social2s