![]()
ମାଲକାନଗିରି: ମାଲକାନଗିରି ଜିଲ୍ଲା ବାଲିମେଳା ଛକ ଖଡିକାଝୁଡ଼ି ନିକଟରୁ ଜବତ ହୋଇଛି ୧ କୁଇଣ୍ଟାଲ ରୁ ଅଧିକ ପରିମାଣର ଗଂଜେଇ।
ନାକାମାମୁଡି ରୁ ବିହାର ଚୋରାଚାଲାଣ ହେଉଥିଲା ଗଂଜେଇ।
ଏକେ ନିଳବତୀ ଲାଗିଥିବା ଇନୋଭା ଗାଡିରେ ପୋଲିସ ପୋଷାକ ପିନ୍ଧି ଚାଲାଣ କରୁଥିବା ବେଳେ ୩ ଅଭିଯୁକ୍ତଙ୍କୁ ଗିରଫ କଲା ଅର୍କେଲ ଥାନା ପୋଲିସ।
powered by social2s

