![]()
ଭୁବନେଶ୍ୱର: ଓଡ଼ିଶା ସରକାର ୨୦୨୧ ପାଇଁ ପୋଲିସ ପଦୋନ୍ନତି ନିୟମ କୁ କୋହଳ କରିଛନ୍ତି।
ସବଇନ୍ସପେକ୍ଟର ରୁ ଇନ୍ସପେକ୍ଟର ଭାବେ ପଦୋନ୍ନତି ପାଇଁ କୋହଳ ହେଲା ନିୟମ।
୧୦ ବର୍ଷ ପରିବର୍ତ୍ତେ ଅଭିଜ୍ଞତା ଯୋଗ୍ୟତା ୮ ବର୍ଷକୁ କମାଇଲେ ସରକାର।
ତାଲିମ ସମ୍ପୂର୍ଣ୍ଣ କରିଥିଲେ ପଦୋନ୍ନତି ପାଇପାରିବେ ସବଇନ୍ସପେକ୍ଟର।
powered by social2s

