![]()
ପୁରୀ: ଏଥର ପୁରୀର କାଳୀଯାଇ ପୀଠ ରେ ହେବ ନାହିଁ ମକର ସଂକ୍ରାନ୍ତି ପର୍ବ। କୋଭିଡ ଦୃଷ୍ଟିରୁ ଭିଡ କମାଇବା ପାଇଁ ପୀଠରେ ଜାରି ହେବ ୧୪୪ ଧାରା। ଏହି ସୂଚନା ଦେଇଛନ୍ତି ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ।
କାଳୀଯାଇ ପୀଠରେ ଦଙ୍ଗାଘାଟ ବନ୍ଦ କରିବା ପାଇଁ ତହସିଲଦାରଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି।
ସେହିପରି କେନ୍ଦୁଝର ଜିଲ୍ଲା ଭୀମକୁଣ୍ଡରେ ମଧ୍ୟ ଏ ବର୍ଷ ମକର ମେଳା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ।
powered by social2s

