ଭୁବନେଶ୍ବର ଓ ପୁନେ ମଧ୍ୟରେ ଆରମ୍ଭ ହେବ ବିମାନ ସେବା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଭୁବନେଶ୍ୱର ଓ ପୁନେ ମଧ୍ୟରେ ଆରମ୍ଭ ହେବ ବିମାନ ସେବା। 

 

ଏଆରଏସିଆ ର ସ୍ୱନ୍ତର ବିମାନ ଚଳାଚଳ କରିବେ।

 

ଏଥିପାଇଁ ଅର୍ଥ ସହାୟତା ଯୋଗାଇବେ ଓଡିଶା ସରକାର।

 

ପ୍ରାର୍ଥମିକ ପର୍ଯ୍ୟାୟରେ ୩ ମାସ ପାଇଁ ଜୋହେଇ ଜିଗାଇଦିଆଯିବ ସହାୟତା ।

 

ଏହି ବିମାନ ସେବା ରାଜ୍ୟରେ ଉନ୍ନତ ଯୋଗାଯୋଗ ସହ ପର୍ଯ୍ୟଟନ ଏବଂ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଟ୍ୱିଟ ଜରିଆରେ ସୂଚନା ଦିଆଯାଇଛି।

powered by social2s