ଭୁବନେଶ୍ୱର: ପଦ୍ମଶ୍ରୀ ଡ଼ି ପ୍ରକାଶ ରାଓଙ୍କ ପରଲୋକ।
ଏସସିବିରେ ଶେଷ ନିଶ୍ୱାସ ତ୍ୟାଗ କଲେ ।
ଗତ କିଛି ଦିନ ହେବ ଅସୁସ୍ଥ ଥିଲେ ଡ଼ି ପ୍ରକାଶ ରାଓ ।
କଟକ ବକ୍ସି ବଜାର ରେ ଏକ ଚା ଦୋକାନ କରି ଚଳୁଥିଲେ ପ୍ରକାଶ।
ଦୋକାନରୁ ମିଳୁଥିବା ଅର୍ଥ ରେ ବସ୍ତି ପିଲାଙ୍କୁ ରଖି ପାଠ ପଢ଼ୁଥିଲେ। ରକ୍ତଦାନ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଥିଲା।
powered by social2s

