ଭୁବନେଶ୍ୱର: ଆସନ୍ତାକାଲି (ଜାନୁୟାରୀ ୧୬) କୋରନା ଟିକାକରଣ ନେଇ ଫିଡବ୍ୟାକ ନେବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ସ୍ୱାସ୍ଥ୍ୟ କର୍ମୀଙ୍କ ସହ କାଲି ଦିନ ୧୦: ୩୦ ବେଳକୁ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ।
ଟୁୱଏ ବ୍ୟବସ୍ଥା ଥିବା ସୁନ୍ଦରଗଡ ଓ ଭୁବନେଶ୍ୱରେ ଥିବା କ୍ୟାପିଟାଲ ହସପିଟାଲ ରୁ ନେବେ ଫିଡବ୍ୟାକ।
ଗଞ୍ଜାମ ରୁ ମଧ୍ୟ ଫିଡବ୍ୟାକ ନେବେ ନଵୀନ।
powered by social2s

