ଜନ ଅଭିଯାନରେ ଟୀକାକରଣ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ: ଧର୍ମେନ୍ଦ୍ର ପ୍ରଦାନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
 
ଭୁବନେଶ୍ୱର: ଜନ ଅଭିଯାନ ରେ କରୋନା ଟୀକାକରଣ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
 
ପ୍ରଧାନ କହିଛନ୍ତି ଯେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଟୀକାକରଣର ସୁଭାରମ୍ଭ କରିବେ। ଆଜି ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଦିନ।
 
ଓଡ଼ିଶାରେ ମଧ୍ୟ ସଠିକ ଭାବରେ ଟୀକାକରଣ ହେବ ବୋଲି ଆଶା କଲେ ପ୍ରଧାନ।
 
ଆଜି ଶୁଭାରମ୍ଭ ବେଳେ ଭରଚୁଆଲ ରେ ରହିବ ଦେଶର ମୋଟ ୩,୦୦୦ ସାଇଟ ପ୍ରତି ସାଇଟ ରେ ୧୦୦ ଜଣ ନେବେ ଟୀକା।
powered by social2s