ବିଶ୍ୱର ସବୁଠୁ ବଡ଼ ଟୀକାକରଣ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ନୂଆଦିଲ୍ଲୀ: ଆଜି ତା ୧୬/୦୧/୨୦୨୧ ଦିନ ବିଶ୍ୱର ସବୁଠୁ ବଡ଼ ଟୀକାକରଣ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

 

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମସ୍ତଙ୍କୁ ଆଜି ର ଦିନକୁ ଅପେକ୍ଷା ଥିଲା। କମ ସମୟ ମଧ୍ୟରେ ଟୀକା ପ୍ରସ୍ତୁତ କରାଯାଇଛି।

 

ବହୁ କ ରୋ ନା ଯୋଦ୍ଧା ନିଜ ଘରକୁ ଫେରିନାହାନ୍ତି, ୩୦ ଜାନୁଆରୀରେ ଦେଶରେ ପ୍ରଥମେ କରୋନା ଚିହ୍ନଟ ହୋଇଥିଲା। ମାତ୍ର ୧୭ ଜାନୁଆରୀ ରେ ଭାରତ ପ୍ରଥମ ଆଡ଼ଭାଇଜରି ଜାରି କରିଥିଲା।

 

ବନ୍ଦେ ଭାରତ ମିଶନ ରେ ୩୫ ଲକ୍ଷ ଭାରତୀୟଙ୍କୁ ଦେଶକୁ ଅଣାଯାଇଥିଲା। କେନ୍ଦ୍ର, ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ଏକାଠି ହୋଇ କାମ କରିବା ଫଳରେ  ଭାରତରେ କରୋନା ମୃତ୍ୟହାର ବହୁତ କମ।

 

ପ୍ରଥମ ପର୍ଯ୍ୟାୟରେ ୩ କୋଟି ଟୀକା ଦେବାର ବ୍ୟବସ୍ଥା କରାଯାଇଛି।

 

powered by social2s