ଜାନୁଆରୀ ୧୮ ରେ ଖୋଲିବ କେନ୍ଦୁଝର ଘଟଗାଁ ତାରିଣୀ ମନ୍ଦିର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଆନନ୍ଦପୁର: ଜାନୁଆରୀ ୧୮ ତାରିଖ ସକାଳ ୮ ଟାରେ ଖୋଲିବ କେନ୍ଦୁଝର ଜିଲ୍ଲା ଘଟଗାଁ ତାରିଣୀ ମନ୍ଦିର।

 

୧୦ ବର୍ଷରୁ କମ ବୟସର ପିଲାଙ୍କୁ ମନ୍ଦିର ପ୍ରବେଶ କରିବାକୁ ଦିଆଜିବନାହିଁ।

 

ଦର୍ଶନ ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏକା ସମୟରେ ମନ୍ଦିର ବେଢ଼ାରେ ରହିପାରିବେ ୨୫ ରୁ ୩୦ ଜଣ ଭକ୍ତ।

 

ପ୍ରଥମ ଦିନ ସକାଳ ୮ ଟାରୁ ୯ ଟା ଯାଏ ଦର୍ଶନ କରିପାରିବେ ପୂଜକଙ୍କ ପରିବାର।

 

powered by social2s