ଜାନୁଆରୀ ୨୧ ରୁ ପୁରୀ ଶ୍ରୀମନ୍ଦିର ର୍ଦଶନ ପାଇଁ ବାଧ୍ୟତାମୂଳକ ନୁହେଁ କରୋନ ନେଗେଟିଭ ରିପୋର୍ଟ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
 
ପୁରୀ: ର୍ଦଶନ ବ୍ୟବସ୍ଥା ନେଇ ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟ ରେ ଆଜି ଏକ ବୈଠକ ପରେ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ଯେ ଦୈନିକ ୩୦ହଜାର ଭକ୍ତଙ୍କ ର୍ଦଶନ ପାଇଁ ବ୍ୟବସ୍ଥା କରାଯାଇଛି। 
ତାହା ଠାରୁ ଅଧିକ ଭକ୍ତ ଆସିଲେ ସ୍ୱତନ୍ତ୍ର ବ୍ୟବସ୍ଥା ହେବେ। 
ଦିବ୍ୟାଙ୍ଗ ଓ ୬୫ ବର୍ଷ ରୁ ଅଧିକ ବୟସ୍କ ବ୍ୟକ୍ତି ମାନଙ୍କ ପାଇଁ ସ୍ୱତନ୍ତ୍ର ଧାଡି ବ୍ୟବସ୍ଥା ହେବ। 
ପୁରୀବାସୀ ପରିଚୟ ପତ୍ର ଦେଖାଇ ସକାଳ ୬ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସିଂହ ଦ୍ୱାର ବାଟେ ପ୍ରବେଶ କରି ର୍ଦଶନ କରିପାରିବେ। 
ସକାଳ ୭ଟାରୁ ଆରମ୍ଭ ହେବ ସାଧାରଣ ର୍ଦଶନ।
powered by social2s