ଓଡ଼ିଶାରେ ଦ୍ୱିତୀୟ ଦିନରେ ଜାରି ରହିଛି ଟିକାକରଣ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଓଡ଼ିଶାରେ ଦ୍ୱିତୀୟ ଦିନରେ ଟିକାକରଣ ଜାରି ରହିଛି।  ୩୮୦ଟି କେନ୍ଦ୍ର ରେ ୩୧୯୦୨ଜଣ ଙ୍କୁ ଟିକା ଦେବା ଲକ୍ଷ୍ୟ ରହିଛି ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। 

 

ଆଜିଠାରୁ ୨୫ତାରିଖ ପର୍ଯ୍ୟନ୍ତ ୧୬୯୮ଟି ସେସନରେ ଜାରୀ ହେବ ଟିକାକରଣ।

 

୧ଲକ୍ଷ ୭୮ହଜାର ସ୍ୱାସ୍ଥ୍ୟକମୀ ଙ୍କୁ କରାଯିବ ଟିକାକରଣ।  

 

ପୂର୍ବରୁ ୧୩୮୯୦ ଲୋକଙ୍କୁ ଟିକାକରଣ କରାଯାଇଛି।  ୧୯ତାରିଖରେ ୧୯୨ଟି, ୨୦ ରେ ୯୨ଟି, ୨୧ରେ ୪୩୬ ଟି ସେସନରେ ଟିକାକରଣ ହେବ। 

 

ସେହିପରି ୨୨ରେ ୧୪୧ଟି, ୨୩ରେ ୧୭୮ଟି ସେସନରେ ହେବ ଟିକାକରଣ।

 

powered by social2s