ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ କୋଭିଡ ଟୀକାକରଣର ଦ୍ୱିତୀୟ ଦିନ : ସନ୍ଧ୍ୟା ୬ ଟା ସୁଦ୍ଧା ୯୪.୫ ପ୍ରତିଶତ ହିତାଧିକାରୀଙ୍କୁ ଟିକାଦାନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ କୋଭିଡ ଟୀକାକରଣର ଦ୍ୱିତୀୟ ଦିନ।  ସନ୍ଧ୍ୟା ୬ ଟା ସୁଦ୍ଧା ୯୪.୫ ପ୍ରତିଶତ ହିତାଧିକାରୀଙ୍କୁ ଟିକାଦାନ କରାଯାଇଛି।

 

୩୭୫ଟି ସ୍ଥାନରେ ୩୦ ହଜାର ୧୫୦ ଜଣଙ୍କୁ ଟୀକା ଦିଆଯାଉଛି। ୩୭୫ ଟି  ମଧ୍ୟରେ ୩୯ଟି ସ୍ଥାନରେ କୋଭାକସିନ ଟୀକା ଦିଆଯାଇଛି।

 

 

ରାଜ୍ୟରେ କଲି ପହଂଚିବ ଦ୍ଵିତୀୟ ପର୍ଯ୍ୟାୟ କୋଭିଡ ଟୀକା। ଆଉ ୩ ଲକ୍ଷ ୩୪ ହଜାର ୫୦୦ କୋଭିସିଲଡ ଟୀକା ଆସିବା ସୂଚନା ମିଳିଛି।

 

powered by social2s