![]()
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ପ୍ରସିଦ୍ଧ ଶୂଳିଆ ଯାତ୍ରାରେ ପଡିଲା ବଳି।
ଗତକାଲି ବିଳମ୍ବିତ ରାତିରେ ନୀତିପଜା ପରେ ଶୂଳିଆ ପୀଠର ବଡ଼ଖଳା ଓ ସାନଖଳାରେ ଆଜି ସକାଳେ ମାନସିକଧାରୀ ପକାଇଲେ ବଳି।
ଏହି ସମୟରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲା।
ସେଇ ଅଂଚଳରେ ଥିବା ଦୋକାନ ବଜାର ବନ୍ଦ ରଖାଯାଇଥିଲା।
powered by social2s

