ଆଜି୪.୨୫ରେ ଓଡ଼ିଶାରେ ପହଁଞ୍ଚିବ ଦ୍ୱିତୀୟ ଦଫା କରୋନା ଟିକା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଆଜି ଅପରାହ୍ନ ୪.୨୫ରେ ଓଡ଼ିଶା ପହଁଞ୍ଚିବ କରୋନ ଟିକା। ଏଥିରେ ୩, ୩୪, ୫୦୦ ଡୋଜ ଟିକା ପହଁଞ୍ଚିବ ବୋଲି ସୂଚନା ମିଳିଛି। 

 

ପ୍ରଥମ ପର୍ଯ୍ୟାୟରେ ଡାଟାବେସରେ ଥିବା କର୍ମୀଙ୍କୁ ଦିଆଯିବ ଟିକା। 

 

୧୯୨ଟି ସେସନରେ ହେବ ଟିକାକରଣ।

 

ଆଜି ୧୬୨୬୧ ଜଣଙ୍କୁ ଟିକା ଦିଆଯିବାର ଲକ୍ଷ୍ୟ ରହିଛି।

 

ର୍ବତ୍ତମାନ ସୁଦ୍ଧା ୭ଜଣଙ୍କ ଠାରେ ସାମାନ୍ୟ ପାଶ୍ୱପତିକ୍ରିଆ ଦେଖିବାକୁ ମିଳିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ର୍ନିଦ୍ଦେଶକ ବିଜୟ ପାଣିଗ୍ରାହୀ। 

 

ଏବେ ସମସ୍ତେ ସୁସ୍ଥ ଥିବା ସେ ସୂଚନା ଦେଇଛନ୍ତି।

 

powered by social2s