![]()
ଭୁବନେଶ୍ୱର: ଆଜି ୧୯ ତାରିଖ ମଙ୍ଗଳବାର ଦିନ ଭୁବନେଶ୍ୱରରେ ପହଞ୍ଚିଲା ୩ ଲକ୍ଷ ୩୪ ହଜାର ୫୩୪ କୋଭିସିଲଡ଼ କୋରନା ଟୀକା।
ପୁନେ ରୁ ସ୍ପାଇସଜେଟ ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲାପରେ ଏହାକୁ କଡା ନିରାପତ୍ତା ମଧ୍ୟରେ ସ୍ୱତନ୍ତ୍ର ଗାଡ଼ିରେ ରାଜ୍ୟ ଟୀକା କେନ୍ଦ୍ର କୁ ପଠାଇ ଦିଅ ଯାଇଛି।
ଆସନ୍ତା ତିନି ଦିନ ମଧ୍ୟରେ ଏହାକୁ ସମସ୍ତ ଜିଲ୍ଲାକୁ ପଠାଇ ଦିଆଯିବ।
powered by social2s

