ପୁରୀ: ପୁରୀ ଶ୍ରୀମନ୍ଦିରରେ ବିନା କୋଭିଡ ରିପୋର୍ଟରେ ଚାଲିଛି ଜଗନ୍ନାଥ ଦର୍ଶନ।
ସକାଳ ୬ ଟା ରୁ ସନ୍ଧ୍ୟା ୭ ଟା ଯାଏଁ ପୁରୀବାସୀ କରିପାରିବେ ଦର୍ଶନ।
ସକାଳ ୭ ଟା ରୁ ସାଧାରଣ ଦର୍ଶନାର୍ଥୀ କରିପାରିବେ ଦର୍ଶନ।
ପ୍ରତିଦିନ ୩୦,୦୦୦ ଶ୍ରଦ୍ଧାଳୁଙ୍କ ପାଇଁ କରାଯାଇଛି ଦର୍ଶନ ବ୍ୟବସ୍ଥା।
ଭକ୍ତ ମାନେ ମନ୍ଦିର ଭିତରେ କୌଣସି ମୂର୍ତ୍ତିକୁ ସ୍ପର୍ଶ କରିପାରିବେ ନାହିଁ।
ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତା ସହ ଅନ୍ୟାନ୍ୟ କୋଭିଡ କଟକଣା ମାନିବା ବାଧ୍ୟତାମୂଳକ
powered by social2s

