ବାଲେଶ୍ବରରୁ ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜଵତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳରେ ଥିବା ଝାଡେଶ୍ୱରପୁର ବସ୍ତିରୁ ୨୫୦ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି।

 

ଜବତ ବ୍ରାଉନସୁଗାର ର ଆନୁମାଲିକ ମୂଲ୍ୟ ୨୫ ଲକ୍ଷ ହେବ ବୋଲି ଜଣାପଡିଛି। 

 

ଚଢ଼ାଉ ସମୟରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା।

powered by social2s