ବ୍ରହ୍ମପୁରରେ ନକଲି ଗୁଟଖା କାରଖାନା ଉପରେ ଚଢଉ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବଡବଜାରେ ଚାଲୁଥିଲା ଏକ ନକଲି ଗୁଟଖା କାରଖାନା ଉପରେ ପୁଲିସୟ ଚଢଉ କରିଛି।

 

ସେଠାରୁ ଲକ୍ଷ୍ୟାଧିକ ଟଙ୍କାର ଗୁଟଖା ଓ ମେସିନ ଜବତ ହୋଇଛି। 

 

ସୂଚନା ଅନୁସାରେ ୭ଟି ଗୁଟଖା ତିଆରି ମେସିନ ଓ ୧୦ବସ୍ତା ଗୁଟଖା ଜବତ ହୋଇଛି। 

 

ଏହି ଘଟଣାରେ ପୁଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

 

powered by social2s