![]()
ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱର ସ୍ଥିତ ଏକ ଫଣିଚର ତିଆରି କାରଖାନା ଭିତରେ ଗୁପ୍ତରେ ଚାଲୁଥିବା ଏକ ଅପମିଶ୍ରିତ ମୃଦୁ ପାନୀୟ ପ୍ରସ୍ତୁତ କରି ବଜ଼ାରରେ ବିକ୍ରୟ କରୁଥିବା କାରଖାନା ଉପରେ ସ୍ପେଶାଲ ସ୍କୁୱାର୍ଡ ଓ ମଞ୍ଚେଶ୍ୱର ଥାନା ପୋଲିସ ମିଳିତ ଚଢ଼ାଉ କରିଛନ୍ତି।
ଚଢ଼ଉ ସମୟରେ ସେଠାରୁ ବିପୁଳ ପରିମାଣରେ ଅପମିଶ୍ରିତ ମୃଦୁ ପାନୀୟ ଓ କେତେକ ବ୍ରାଣ୍ଡେଡ ମୃଦୁ ପାନୀୟ କମ୍ପାନୀର ନକଲି ଷ୍ଟିକର ଜବତ କରିଥିବା ସୂଚନା ମିଳୁଛି।
powered by social2s

