ଆଗାମୀ ୨୪ ଘଣ୍ଟା ଯାଏ ଓଡ଼ିଶାର ୧୬ ଜିଲ୍ଲାରେ ହେବ ଶୀତ ଲହରୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ଯାଏ ରାଜ୍ୟର ୧୬ ଜିଲ୍ଲାରେ ଶୀତ ଲହରୀ ହେବାର ଆଶଙ୍କା କରିଛି ପାଣିପାଗ ବିଭାଗ। 

 

ସୁନ୍ଦରଗଡ, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେ଼ଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ, ନୂଆପଡା ଓ ନବରଙ୍ଗପୁର ଜିଲ୍ଲା ଗୁଡିକ ପାଇଁ ୟେଲୋ ୱର୍ନିଙ୍ଗ ଜାରୀ କରିଛି ବିଭାଗ। 

ଆଗାମୀ ଦୁଇ ରୁ ତିନି ଦିନ ଯାଏ ଜିଲ୍ଲା ଗୁଡିକର ତାପମାତ୍ରା ୩ ରୁ ୫ ଡିଗ୍ରୀ ଖସିବାର ସମ୍ଭାବନା ଅଛି।

 

powered by social2s