ସଟ୍ ସରକିଟ୍ ଯୋଗୁଁ ହୋଇଥିଲା ସନ୍ ହସ୍ପିଟାଲ ଅଗ୍ନିକାଣ୍ଡ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

କଟକ: କଟକ ସନ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ପରେ ଉପ ଅଗ୍ନିଶମ ଅଧିକାରୀ ଟି.କେ ବାବୁ ସଟ୍ ସରକିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ଦେଇଛନ୍ତି।

 

ଏ ନେଇ ଖୁବଶୀଘ୍ର ରିପୋର୍ଟ ଦିଆଯିବ ବୋଲି ସେ କହିଛନ୍ତି। 

 

ଅଗ୍ନି ନିରାପତ୍ତା ନିୟମ ଓ ପରାମର୍ଶ ହସ୍ପିଟାଲ କର୍ତ୍ତୃପକ୍ଷ ମାନିନାହାନ୍ତି। 

ତେଣୁ ଏଭଳି ଏକ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଥିଲା ବୋଲି ସେ କହିଥିଲେ। 

 

ସୂଚନାଯୋଗ୍ୟ ଗତକାଲି କଟକ ସ୍ଥିତ ସନ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା।

 

powered by social2s