ବଳଦ ପାଟିରେ ଫୁଟିଲା ବୋମା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଢେ଼ଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ମହାବୀର ରୋଡ଼  ରେଞ୍ଜ ରେ ଏକ ବଳଦ ପାଟିରେ ବୋମା ଫୁଟିବାରୁ ସେ ଗୁରୁତର ହୋଇଛି। ଶିଖର ସାହୁଙ୍କ ବଳଦ ଗତକାଲି ସୋଲୋ ଗାଁ ର ଜଙ୍ଗଲକୁ ଚରିବାକୁ ଯାଇଥିବା ବେଳେ ବନ୍ୟଜନ୍ତୁ ଶିକାର ପାଇଁ ବିଛା  ଯାଇଥିବା ବୋମା କୁ ସେ ଅଜାଣତରେ ଖାଇଦେଇଥିଲା। ବଳଦ ବେକରେ ଗଭୀର ଆଘାତ ହୋଇଥିବାର ସୂଚନା ମିଳିଛି।

powered by social2s